୪ଦିନ ଧରି ସଂଧ୍ୟା ପରେ କାଳ‌ବୈଶାଖୀ: ୧୬ ଯାଏ ରାଜଧାନୀରେ ଥଣ୍ଡା ପାଗ

କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ଭୁବନେଶ୍ବର : ବର୍ଷ ଆରମ୍ଭରୁ ରାଜଧାନୀରେ ପ୍ରାୟ ବର୍ଷା ହୋଇ ନ ଥିଲା। ଗତବର୍ଷ ଡିସେମ୍ବରରେ ବି ବର୍ଷା ରାଜଧାନୀରୁ ଏକରକମ ଗାଏବ ଥିଲା। ପ୍ରାୟ ୧୦୦ ଦିନର ବ୍ୟବଧାନ ପରେ ମାର୍ଚ୍ଚ ୨୭ ତାରିଖରେ ରାଜଧାନୀ ଏ ବର୍ଷ ବର୍ଷାର ପହିଲି ସ୍ପର୍ଶ ପାଇଥିଲା। ଅଳ୍ପ ସମୟର ବର୍ଷା ହେଉ ପଛେ ରାଜଧାନୀବାସୀଙ୍କୁ ଏହା ତାତିରୁ କିଛିଟା ଆଶ୍ବସ୍ତ କରିଥିଲା। ସେବେଠୁ ପୁଣି … Continue reading ୪ଦିନ ଧରି ସଂଧ୍ୟା ପରେ କାଳ‌ବୈଶାଖୀ: ୧୬ ଯାଏ ରାଜଧାନୀରେ ଥଣ୍ଡା ପାଗ